Tuesday, December 10, 2024
19.6 C
Odisha

    ଅନ୍ତେବାସୀ ପିଲାଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ କରିବେ ମନ୍ତ୍ରୀ ,ବିଧାୟକ : ପ୍ରଭାତି ପରିଡା

    ଆଗକୁ ପଢନ୍ତୁ

    ଅନ୍ତେବାସୀ ପିଲାଙ୍କ ସ୍ୱତନ୍ତ୍ର ଯତ୍ନ ନେବେ ମନ୍ତ୍ରୀ ମଣ୍ଡଳ ଓ ବିଧାୟକ ମନ୍ତ୍ରୀ।  ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ,ଓଡ଼ିଶାରେ ୧୪୭ ବିଧାୟକ ଅଛନ୍ତି । ଜଣେ ଜଣେ ବିଧାୟକ ଯଦି ୫ ଜଣ ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିବେ ତେବେ ୫୦୦ରୁ ଉର୍ଦ୍ଧ ପିଲାଙ୍କ ଭାଗ୍ୟ ପରିବର୍ତନ ହୋଇଯିବ ।   ଏ ନେଇ ବିଭାଗ ନିଷ୍ପତି  କରିବା ନେଇ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଯେଉଁମାନେ ପ୍ରତିଭାର ଅଧିକାରୀ ସେମାନେ ସାହାଯ୍ୟ ପାଇବା ପରେ ଭଲ ପ୍ରଦର୍ଶନ କରୁଛନ୍ତି । ଯେଉଁମାନଙ୍କ ପାଇଁ ଦରକାର ଅଛି ସେମାନଙ୍କର ଏକ ଲିଷ୍ଟ ତିଆରି  ହୋଇଛି ଏବଂ ଅନୁରୋଧ କରିବି ମୋ ବିଭାଗ କୁ ଚାଇଲ୍ଡ ପ୍ରୋଟେକ୍ସନରେ ନିଯୁକ୍ତି ସୁଯୋଗ ଅଛି । ଏ ହୋମରେ ପିଲାଙ୍କୁ ଗୁରୁତ୍ଵ ସହ ନିଯୁକ୍ତି ଦେବେ ରାଜ୍ୟ ସରକାର ।   ଏ ନିଷ୍ପତିକୁ କେହି ମନା କରିବେନି , ମନ୍ତ୍ରୀ ମାନେ ଆଗକୁ ଆସିବେ ପିଲାମାନଙ୍କୁ ଏକ ଭଲ ଭବିଷ୍ୟତ ଦେଇ ପାରିବେ । ସରକାର ପ୍ରୟାସ କରୁଛନ୍ତି ଅନ୍ୟ ମାନଙ୍କ ସହଜୋଗ ମିଳିଲେ ଏ ମହକ ସାରା ବିଶ୍ୱରେ ଚମକିବ । ଏ ପିଲା ମାନେ ସରକାରଙ୍କର ପୋଷ୍ୟ ସନ୍ତାନ। ମିଶନ ବାତ୍ସଲ୍ୟ, ପିଏମ୍ କେୟାର ୮ ହଜାରରୁ ଉର୍ଦ୍ଧ୍ଵ ପିଲାଙ୍କୁ ୨୨୫ ଟି ହୋମରେ ରଖି ପାରୁଛି  । ଆମ ପାଖରେ ଥିବା ୮ ହଜାରରୁ ଉର୍ଦ୍ଧ୍ଵ ପିଲାଙ୍କ ମଧ୍ୟରେ ରହିଛି ଅଦ୍ୟମ ସାହସ , ଉତ୍ସାହ ଓ ପ୍ରତିଭା କୁ ସେମାନେ ପ୍ରଦର୍ଶନ କରିବେ ପୁରସ୍କୃତ ହେବେ  । ୫ ଦିନ ଧରି ଚାଲିବ ଏହି କାର୍ୟ୍ୟକ୍ରମ। ସରକାର ଏମାଙ୍କଙ୍କୁ ଉଚ୍ଚଶିକ୍ଷା ଓ ନିଯୁକ୍ତି ଯୋଗାଇ ଦେବେ.

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.6 ° C
    19.6 °
    19.6 °
    90 %
    0.8kmh
    100 %
    Tue
    27 °
    Wed
    25 °
    Thu
    26 °
    Fri
    26 °
    Sat
    26 °

    ସମ୍ବନ୍ଧିତ