Sunday, October 18, 2026
21.4 C
Odisha

    NITI Aayog : ନୀତି ଆୟୋଗଙ୍କ ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସରେ ତଥ୍ୟ, ଟପ୍ ଫାଇଭ ରାଜ୍ୟ ଭିତରେ ଓଡ଼ିଶା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସରେ ଓଡ଼ିଶା ଦେଶର ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି । ନୀତି ଆୟୋଗଙ୍କ ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ବାହାବା ନେବା ପାଇଁ ବିବାଦ ସୃଷ୍ଟି ହୋଇଛି । ୨୦୨୩-୨୪ ବର୍ଷର କାର୍ଯ୍ୟଦକ୍ଷତାକୁ ଆଧାର କରି ନୀତି ଆୟୋଗଙ୍କ ରିପୋର୍ଟ ପ୍ରକାଶିତ ହୋଇଛି।

    ନବୀନ ସରକାରର କୃତିତ୍ବକୁ ନିଜର କହି ଓଡ଼ିଶାବାସୀଙ୍କୁ ବିଜେପି ଭ୍ରମିତ କରୁଛି ବୋଲି ବିଜେଡି କହିଛି। ଏହାର ତଥ୍ୟ ପ୍ରମାଣ ରଖି ବିଜେଡି ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡି । ପର ଘର ତିଅଣରେ ପଡ଼ୋଶୀଙ୍କୁ ଭୋଜି ଦେବା ବିଜେପି ଠାରୁ ଶିଖିବା କଥା ବୋଲି ଦଳ କହିଛି ।

    ଟପ୍ ଫାଇଭ ରାଜ୍ୟ ଭିତରେ ଓଡ଼ିଶା। ନୀତି ଆୟୋଗଙ୍କ ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଏହା ପରେ ଚାଲିଛି ଶ୍ରେୟ ନେବା ପାଇଁ ପ୍ରତିଯୋଗିତା। ଗତକାଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଏକ୍ସରେ ପୋଷ୍ଟ ପରେ ଆରମ୍ଭ ହୋଇଛି ବିବାଦ। ନବୀନ ଉଲ୍ଲେଖ କରିଛନ୍ତି, ବିଜେଡି ସରକାରର ସଫଳତାକୁ ବିଜେପି ସରକାର ନିଜର କହି ପ୍ରଚାର କରୁଥିବାରୁ ସେ ଖୁସି। ୨୦୨୩-୨୪ ବର୍ଷର କାର୍ଯ୍ୟଦକ୍ଷତା ଆଧାରରେ ନୀତି ଆୟୋଗ ଏହି ରିପୋର୍ଟ ଆସିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.4 ° C
    21.4 °
    21.4 °
    93 %
    0.8kmh
    92 %
    Sun
    31 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ