Monday, October 12, 2026
28.9 C
Odisha

    ଓଡ଼ିଶାରେ ଲୋକସଭା ନିର୍ବାଚନ: ବିଜେପି ୧୮, ବିଜେଡି ୨ ଏବଂ କଂଗ୍ରେସ ଗୋଟିଏ ଆସନରେ ଆଗୁଆ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଓଡ଼ିଶାରେ ବିଜେପି ୧୮ଟି ଲୋକସଭା ଆସନରେ ଆଗୁଆ ଥିବା ବେଳେ ବିଜେଡି ୨ଟି ଏବଂ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ଥିବା ଜଣାଯାଇଛି।କଟକରେ ବିଜେଡି ପ୍ରାର୍ଥୀ ସତୃପ୍ତ ମିଶ୍ରଙ୍କୁ ପଛରେ ପକାଇ ବିଜେପି ପ୍ରାର୍ଥୀ ଭତ୍ତୃହରି ମହତାବ ଆଗରେ ଅଛନ୍ତି। ଜଗତସିଂହପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବିଭୁପ୍ରସାଦ ତରାଇ ଆଗୁଆ ଅଛନ୍ତି। ସେହିପରି ଯାଜପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ରବୀନ୍ଦ୍ର ବେହେରା ଆଗରେ ଅଛନ୍ତି।ଏଣେ ଭୁବନେଶ୍ବର, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଢେଙ୍କାନାଳ, କଳାହାଣ୍ଡି, ନବରଙ୍ଗପୁର, ଭଦ୍ରକ, ବ୍ରହ୍ମପୁର, ପୁରୀ, ଲୋକସଭା ଆସନରେ ଆଗୁଆ ଥିବା ଜଣାଯାଇଛି। ତେଣେ ବିଜେଡି ପ୍ରାର୍ଥୀମାନେ କନ୍ଧମାଳ,  ଓ କେନ୍ଦ୍ରପଡ଼ା ଲୋକସଭା ଆସନରେ ଆଗୁଆ ରହିଥିବା ଜଣାଯାଇଛି। କୋରାପୁଟରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା  ଆଗରେ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    58 %
    1.8kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ