Monday, January 26, 2026
24.2 C
Odisha

    ରାଜ୍ୟ ବାର୍ କାଉନସିଲ ଅଧ୍ୟକ୍ଷ ହେଲେ ସୀତାଂଶୁ ମୋହନ ଦ୍ୱିବେଦୀ

    ଆଗକୁ ପଢନ୍ତୁ

    ରାଜ୍ୟ ବାର୍ କାଉନସିଲ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ସୀତାଂଶୁ ମୋହନ ଦ୍ୱିବେଦୀ। ସେହିପରି ରାଜୀବ କୁମାର ମହାନ୍ତି ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

    ରାଜ୍ୟ ବାର୍ କାଉନସିଲ୍ ନିର୍ବାଚନ ଫଳାଫଳ ଆସିବା ପରେ ବାର କାଉନସିଲ ସଦସ୍ୟମାନେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଗାମୀ ଦିନରେ ଆଇନଜୀବୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି କିପରି ସମାଧାନ କରାଯିବ ସେ ନେଇ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ନବ ନିର୍ବାଚିତ ଅଧ୍ୟକ୍ଷ କହିଛନ୍ତି। ବିଶେଷ କରି ଆଇନଜୀବୀ ଏକାଡେମୀ, ଆଇନଜୀବୀ ବୀମା ରାଶି ୧୦ କୋଟି ଟଙ୍କାରୁ ୨୦ କୋଟିକୁ ବୃଦ୍ଧି, ପେନସନ ସ୍କିମ, ଷ୍ଟାଇପେଣ୍ଡ ବୃଦ୍ଧି ଆଦି ବାବଦରେ ସରକାରଙ୍କ ସହ ଆଲୋଚନା କରି ଦାବି ଉପସ୍ଥାପନ କରାଯିବ ବୋଲି ନବ ନିର୍ବାଚନତ ଅଧ୍ୟକ୍ଷ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    33 %
    1.6kmh
    0 %
    Mon
    23 °
    Tue
    31 °
    Wed
    33 °
    Thu
    32 °
    Fri
    33 °

    ସମ୍ବନ୍ଧିତ