Monday, September 28, 2026
23.1 C
Odisha

    ରାଜ୍ୟ ବାର୍ କାଉନସିଲ ଅଧ୍ୟକ୍ଷ ହେଲେ ସୀତାଂଶୁ ମୋହନ ଦ୍ୱିବେଦୀ

    ଆଗକୁ ପଢନ୍ତୁ

    ରାଜ୍ୟ ବାର୍ କାଉନସିଲ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ସୀତାଂଶୁ ମୋହନ ଦ୍ୱିବେଦୀ। ସେହିପରି ରାଜୀବ କୁମାର ମହାନ୍ତି ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

    ରାଜ୍ୟ ବାର୍ କାଉନସିଲ୍ ନିର୍ବାଚନ ଫଳାଫଳ ଆସିବା ପରେ ବାର କାଉନସିଲ ସଦସ୍ୟମାନେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଗାମୀ ଦିନରେ ଆଇନଜୀବୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି କିପରି ସମାଧାନ କରାଯିବ ସେ ନେଇ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ନବ ନିର୍ବାଚିତ ଅଧ୍ୟକ୍ଷ କହିଛନ୍ତି। ବିଶେଷ କରି ଆଇନଜୀବୀ ଏକାଡେମୀ, ଆଇନଜୀବୀ ବୀମା ରାଶି ୧୦ କୋଟି ଟଙ୍କାରୁ ୨୦ କୋଟିକୁ ବୃଦ୍ଧି, ପେନସନ ସ୍କିମ, ଷ୍ଟାଇପେଣ୍ଡ ବୃଦ୍ଧି ଆଦି ବାବଦରେ ସରକାରଙ୍କ ସହ ଆଲୋଚନା କରି ଦାବି ଉପସ୍ଥାପନ କରାଯିବ ବୋଲି ନବ ନିର୍ବାଚନତ ଅଧ୍ୟକ୍ଷ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.1 ° C
    23.1 °
    23.1 °
    91 %
    0.9kmh
    9 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ