Sunday, October 11, 2026
29.5 C
Odisha

    ଲାଞ୍ଚ ନେଉଥିଲେ କଲେଜ ଅଧ୍ୟକ୍ଷା , ଧରିଲା ଭିଜିଲାନ୍ସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡିଛନ୍ତି କେରଙ୍ଗ କଲେଜ ଅଧ୍ୟକ୍ଷା ବିଦ୍ୟୁତପ୍ରଭା ଜେନା। କଲେଜର ଲାଇବ୍ରେରିଆନ୍‌ଙ୍କଠୁ ୫୦ ହଜାର ଲାଞ୍ଚ ନେଉଥିବା ବେଳେ ଅଧ୍ୟକ୍ଷା ବିଦ୍ୟୁତପ୍ରଭା ଜେନାଙ୍କୁ ଧରିଛି ଖୋର୍ଦ୍ଧା ଭିଜିଲାନ୍ସ । ମିଳିଥିବା ସୂଚନା ମୁତାବକ ସେହି କଲେଜର ସହକାରୀ ଲାଇବ୍ରେରିଆନ ଧିରଜ ବଡ଼ଜେନାଙ୍କ ଠାରୁ ଶୁକ୍ରବାର ଅପରାହ୍ନ ସାଢେ ୫ଟା ବେଳେ ବାସଭବନରେ ଲାଞ୍ଚ ନେଉଥିଲେ ଅଧ୍ୟକ୍ଷା ବିଦ୍ୟୁତପ୍ରଭା ଜେନା। ଭିଜିଲାନ୍ସ ତାଙ୍କ ଠାରୁ ରଙ୍ଗ ପ୍ରଲେପ ଦିଆ ଟଙ୍କା ଜବତ କରିଛି। ତାଙ୍କ ବାସଭବନ ସମେତ କଲେଜରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି ଭିଜିଲାନ୍ସ ଟିମ୍‌।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    59 %
    1.4kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ