Monday, October 19, 2026
21.6 C
Odisha

    ଶୋଇଥିବା ସମୟରେ ସାପ କାମୁଡାରେ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ

    ଆଗକୁ ପଢନ୍ତୁ

    ସାପ କାମୁଡ଼ାରେ ଭାଇ, ଭଉଣୀ ମୃତ। ବଲାଙ୍ଗୀର ସଇଁତଲା ଯାମପଦର ଗାଁରେ ଘରେ ଶୋଇଥିବା ସମୟରେ ସାପକାମୁଡିଵା ଯୋଗୁଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଚିକିତ୍ସା ବେଳେ ଉଭୟଙ୍କ ମୃତ୍ୟୁ ହୋଇଛି। ମୃତ ଭାଇ ଭଉଣୀ ହେଲେ ୬ବର୍ଷୀୟ ମୋନିକା ସାଗର  ଓ ୯ବର୍ଷୀୟ ଭାବଗ୍ରାହୀ ସାଗର। ମୁହଁରୁ ଫେଣ ବାହାରିଵା ଦେଖି ଘର ଲୋକ ଡାକ୍ତଙ୍କ ପାଖକୁ ନେଇ ଥିଲେ। ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ