Saturday, October 3, 2026
23.6 C
Odisha

    ବନ୍ଧମୁଣ୍ଡା ସିଏଏସ୍‌ଟି କଲେଜ ଛାତ୍ରୀଙ୍କ କମାଲ୍‌: ଦିଲ୍ଲୀ ପ୍ୟାରେଡ୍‌ରେ ଯୋଗଦେବେ ରତିକା

    ଆଗକୁ ପଢନ୍ତୁ

    ରାଉରକେଲା: ନୂଆଦିଲ୍ଲୀରେ ହେବାକୁ ଥିବା ଗଣତନ୍ତ୍ର ଦିବସ ଜାତୀୟ ପ୍ୟାରେଡ୍‌ରେ ଓଡ଼ିଶା ଦଳର ପ୍ରତିନିଧିତ୍ବ କରିବେ ସ୍ଥାନୀୟ ବନ୍ଧମୁଣ୍ଡା କଲେଜର ଛାତ୍ରୀ। ବନ୍ଧମୁଣ୍ଡାସ୍ଥ କଳା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମହାବିଦ୍ୟାଳୟ (ସି.ଏ.ଏସ୍.ଟି) ର ବାଣିଜ୍ୟ ଅନ୍ତିମ ବର୍ଷର ଛାତ୍ରୀ ରିତିକା ମହାତୋ ସାମିଲହେବାକୁ ଯୋଗ୍ୟା ବିବେଚିତ ହୋଇଛନ୍ତି।ଚଳିତ ବର୍ଷ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ମୋଟ ୮ ଜଣ ଛାତ୍ରଛାତ୍ରୀ ପ୍ୟାରେଡ୍‌ ପ୍ରଦର୍ଶନ କରିବେ। ସେମାନଙ୍କ ମଧ୍ୟରୁ ରିତିକା ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଏକମାତ୍ର ଛାତ୍ରୀ ଭାବେ ରାଜ୍ୟ ଦଳ ପାଇଁ ଚୟନ ହୋଇଛନ୍ତି। ଏହି ସଫଳତା ପାଇଁ କଲେଜ କର୍ତ୍ତୃପକ୍ଷ ଶୁଭେଚ୍ଛା ଜଣାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ