Wednesday, May 21, 2025
27.6 C
Odisha

    ଘୋଷଣା ହେଲା ଆଇପିଏଲ ୨୦୨୪ର ମ୍ୟାଚ ସୂଚୀ: ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ବାଙ୍ଗାଲୋର-ଚେନ୍ନାଇ

    ଆଗକୁ ପଢନ୍ତୁ

    ଶେଷ ହୋଇଛି ଅପେକ୍ଷା, ଘୋଷଣା ହେଲା ଆଇପିଏଲ ମ୍ୟାଚ ସୂଚୀ । ଟାଟା ଆଇପିଏଲ ୨୦୨୪ର ମ୍ୟାଚ ସୂଚୀ ଆଜି ଘୋଷଣା ହୋଇଛି । ପ୍ରଥମ ୨୧ଟି ମ୍ୟାଚର ସୂଚୀ ଜାରି କରାଯାଇଛି । ମାର୍ଚ୍ଚ ୨୨ ତାରିଖରେ ଆଇପିଏଲର ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହେବ । ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ ଓ ଡୁପ୍ଲେସିସଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏହି ମ୍ୟାଚରେ ମୁହାଁ ମୁହିଁ ହେବେ । ଏହି ମ୍ୟାଚ ଚେନ୍ନାଇରେ ଖେଳାଯିବ ।
    ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ପ୍ରଥମେ ୨୧ଟି ମ୍ୟାଚର ସୂଚୀ ଜାରି କରାଯାଇଛି । ୨୧ଟି ମ୍ୟାଚର ଅବଧି ୨ ସପ୍ତାହ ରଖାଯାଇଛି । ୧୦ ସହରରେ ୨୧ ମ୍ୟାଚ ଖେଳାଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦିଲ୍ଲୀ ନିଜ ଘରୋଇ ମୁକାବିଲା ଭାଇଜାଗରେ ଖେଳିବ । ଆଇପିଏଲ ୨୦୨୪ର ଅନ୍ୟ ମ୍ୟାଚ ସିଡ୍ୟୁଲ ପରେ ଘୋଷଣା କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.6 ° C
    27.6 °
    27.6 °
    73 %
    2.7kmh
    26 %
    Tue
    28 °
    Wed
    38 °
    Thu
    36 °
    Fri
    37 °
    Sat
    37 °

    ସମ୍ବନ୍ଧିତ