Sunday, October 11, 2026
22.9 C
Odisha

    ଜାଣନ୍ତୁ କେଉଁ ବାର ପାଇଁ କେଉଁ ପ୍ରକାର ତିଳକ କରିବେ

    ଆଗକୁ ପଢନ୍ତୁ

    ପ୍ରତ୍ୟେକ ଦିନ ତିଳକ ବା ଟିକା ଲଗାଇବାର ତରିକା ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ତେବେ କେଉଁ ବାରରେ କିଭଳି ତିଳକ ଲଗାଇବା ଶୁଭ, ଜାଣିବା ସେ ସମ୍ପର୍କରେ।

    – ସୋମବାର ରକ୍ତ ଚନ୍ଦନ, ବିଭୂତି ଓ ଭସ୍ମ ତିଳକ ଲଗାଇଲେ ମହାଦେବଙ୍କ କୃପା ପ୍ରାପ୍ତ ହୁଏ।
    – ମଙ୍ଗଳବାର ରକ୍ତ ଚନ୍ଦନରେ ସିନ୍ଦୂର ମିଶାଇ ଲଗାଇଲେ ସମସ୍ତ ସଙ୍କଟ ଦୂର ହୁଏ।
    – ବୁଧବାର ଶୁଖୀଲା ସିନ୍ଦୂରରେ ତିଳକ କରିବା ଉଚିତ।
    – ଗୁରୁବାର ଶ୍ବେତ ଚନ୍ଦନରେ କେଶର ମିଶାଇ ମୁଣ୍ଡରେ ଲଗାଇଲେ ଶୁଭଫଳ ମିଳିଥାଏ।
    – ଶୁକ୍ରବାର ରକ୍ତ ଚନ୍ଦନ ତିଳକ ଲଗାଇବା ଶୁଭଦାୟକ।
    – ଶନିବାର ବିଭୂତି, ଭସ୍ମ ଓ ଲାଲ ଚନ୍ଦନ ଲଗାଇବା ଶୁଭ।
    – ରବିବାର ସିନ୍ଦୂର ସହ ଚାଉଳ ମିଶାଇ ଲଗାଇବା ଉତ୍ତମ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.9 ° C
    22.9 °
    22.9 °
    80 %
    1.3kmh
    0 %
    Sun
    23 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ