Sunday, October 4, 2026
24.6 C
Odisha

    ଟ୍ରକ୍‌ ସହ କାର୍‌ ଧକ୍କା ହୋଇ ଦୁଇ ପୁଲିସ୍‌ କର୍ମଚାରୀ ମୃତ

    ଆଗକୁ ପଢନ୍ତୁ

    ସୋନିପତ୍‌: ଗତକାଲି ବିଳମ୍ବିତ ରାତିରେ ସୋନିପତ୍‌ର କୁଣ୍ଡାଲି ସୀମା ନିକଟରେ ଏକ କ୍ୟାଣ୍ଟର୍‌ (ଟ୍ରକ) ସହିତ ମୁହାଁମୁହିଁ ଧକ୍କା ହେବା ପରେ ଦିଲ୍ଲୀ ପୁଲିସର ଦୁଇଜଣ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଛି।

    ଉତ୍ତର ପଶ୍ଚିମ ଜିଲ୍ଲା ସ୍ପେସାଲ ଷ୍ଟାଫରେ ନିଯୁକ୍ତି ପାଇଥିବା ଇନ୍ସପେକ୍ଟର ଦୀନେଶ ବେନିୱାଲ ଏବଂ ଆଦର୍ଶ ନଗର ପୁଲିସ ଷ୍ଟେସନରେ ପୋଷ୍ଟ ହୋଇଥିବା ଏଟିଓ ଇନ୍ସପେକ୍ଟର ରଣବୀର ଏକତ୍ର ଯାତ୍ରା କରୁଥିବା ବେଳେ ସେମାନଙ୍କ କାର ପ୍ରାୟ ୧୧ଟା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

    ପୁଲିସର କାର କ୍ୟାଣ୍ଟର ସହିତ ମୁହାଁମୁହିଁ ଧକ୍କା ହୋଇ ଉଭୟ ଗାଡି ଭିତରେ ଅଟକି ଯାଇଥିଲା ଏବଂ ପରେ ମୃତ୍ୟୁ ବରଣ କରିଥଲେ। ସେମାନଙ୍କ କାର ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ