Monday, April 13, 2026
36.6 C
Odisha

    ଗିନିଜ୍‌ ରେକର୍ଡରେ ଭାରତୀୟ ବଂଶୋଦ୍ଭବ ରେସ୍ତୋରାଁ ମାଲିକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ଭାରତରେ ଜନ୍ମିତ ବ୍ରିଟିଶ ରେସ୍ତୋରାଁ ମାଲିକ ଆସ୍‌ମା ଖାନ୍‌ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସରେ ନିଜ ନାମ ଲିପିବଦ୍ଧ କରିଛନ୍ତି। ୧୯୫ ଦେଶର ମହିଳାଙ୍କୁ ନେଇ ପ୍ରସ୍ତୁତ ଏକ ଗୀତରେ ଆସ୍‌ମା କଣ୍ଠଦାନ କରିଛନ୍ତି। ଲିଙ୍ଗଗତ ସମାନତା ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବା ସହ ସାଧାରଣ ଲୋକଙ୍କ ଜୀବନଶୈଳୀକୁ ଉନ୍ନତ କରିବାକୁ ଏଭଳି ଗୀତ ପ୍ରସ୍ତୁତ କରାଯାଇଛି। ଲଣ୍ଡନସ୍ଥିତ ପ୍ରସିଦ୍ଧ ‘ଦାର୍ଜିଲିଂ ଏକ୍ସପ୍ରେସ’ର ମାଲିକାଣୀ ହେଉଛନ୍ତି ଆସ୍‌ମା। ୨୦୨୪ରେ ଆମେରିକାର ଟାଇମ ପତ୍ରିକା ତାଙ୍କୁ ବିଶ୍ବର ୧୫୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.6 ° C
    36.6 °
    36.6 °
    20 %
    2.2kmh
    0 %
    Mon
    41 °
    Tue
    42 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ