Friday, April 12, 2024
27.4 C
Odisha

    ଚାକିରି କରିଥିବା ଯୁବତୀଙ୍କୁ କାହିଁକି ପସନ୍ଦ କରନ୍ତି ଯୁବକ

    ଆଗକୁ ପଢନ୍ତୁ

    ବର୍ତ୍ତମାନ ସମୟର ଟ୍ରେଣ୍ଡ୍ ବଦଳିଯାଇଛି । ସୁନ୍ଦର, ଶୁଶିଳ ଏବଂ ଘରୋଇ କାର୍ଯ୍ୟ କରୁଥିବା ଯୁବତୀଙ୍କ ଅପେକ୍ଷା ଚାକିରି କରୁଥିବା ଯୁବତୀଙ୍କୁ ଏବେ ଯୁବକମାନେ ଅଧିକ ପସନ୍ଦ କରୁଛନ୍ତି । ସେମାନଙ୍କୁ ଲାଗିଥାଏ ଯେ, ଜବ୍ କରୁଥିବା ଯୁବତୀମାନେ ସେମାନଙ୍କୁ ଠିକ୍ ଭାବେ ବୁଝିପାରିବେ ।

    ୧. ଯୁବକମାନେ ଚିନ୍ତା କରିଥାନ୍ତି ଯେ, ଜବ୍ କରୁଥିବା ଯୁବତୀମାନେ ତାଙ୍କୁ ବିବାହ ପରେ ଠିକ୍ ଭାବେ ବୁଝିପାରିବେ । ଫିଲ୍ଡରେ କେଉଁ ପ୍ରକାର ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥାଏ ତାହା କେବଳ ଜବ୍ କରୁଥିବା ଯୁବତୀ ବୁଝିପାରିବେ ।

    ୨. ସ୍ୱାମୀମାନେ ଅଧିକ ସମୟ ଅଫିସରେ କାର୍ଯ୍ୟ କରି ଘରକୁ ଫେରିଲେ ମଧ୍ୟ ଅନେକ କ୍ଷେତ୍ରରେ ତାଙ୍କ ଲାଇଫ୍ ପାର୍ଟନର ସନ୍ଦେହ କରନ୍ତି । ତେଣୁ ଜବ୍ କରୁଥିବା ଯୁବତୀ ଅନେକ ସମୟରେ ଅଫିସରେ ସ୍ୱାମୀଙ୍କ ଅଫିସରେ ଓଭର ଟାଇମିଂ କାର୍ଯ୍ୟ କରିବାକୁ ଠିକ୍ ଭାବେ ବୁଝି ପାରିବେ ବୋଲି ଯୁବକମାନେ ଭାବିଥାନ୍ତି ।

    କାର୍ଯ୍ୟକ୍ଷେତ୍ରରେ ଅସୁବିଧା ଅର୍ଥାତ ଅଧିକ ୱାର୍କ ଲୋଡ୍ ପଡ଼ିଲେ ମଧ୍ୟ ଜବ୍ କରୁଥିବା ଯୁବତୀମାନେ ସେମାନଙ୍କୁ ସାହାର୍ଯ୍ୟ କରିପାରିବେ ବୋଲି ଯୁବକମାନେ ଭାବିଥାନ୍ତି ।

    ୪. ବସ୍ ସହ କୌଣସି କାରଣରୁ ଯୁବକଙ୍କ ମନୋମାଳିନ୍ୟ ହେଲେ ଏହାକୁ ଜବ୍ କରୁଥିବା ଯୁବତୀମାନେ ଭଲ ଭାବେ ବୁଝିପାରି ବୋଲି ସେମାନଙ୍କ ମନରେ ଧାରଣା ଥାଏ ।

    ୫. ବର୍ତ୍ତମାନ ଯେଉଁପରି ଭାବେ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟୁଛି ତାହାକୁ ମୁକାବିଲା କରିବା ପାଇଁ ଜବ୍ କରୁଥିବା ଯୁବତୀ ଏକାନ୍ତ ଆବଶ୍ୟକ ବୋଲି ଯୁବକମାନେ ଭାବିଥାନ୍ତି । ଏହାଫଳରେ ସେମାନଙ୍କୁ ଟଙ୍କା ପାଇଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ଏବଂ ବିଭିନ୍ନ ପ୍ରକାର ଘରୋଇ ଖର୍ଚ୍ଚ ମଧ୍ୟ ଉଠିଯିବ ।

    ୬. ଜବ୍ କରି ରୋଜଗାର କରୁଥିବା ପତ୍ନୀ ଥିଲେ ଘରକୁ ଡବଲ୍ ଦରମା ଦରମା ଆସିଥାଏ । ଏହାଫଳରେ ପତି ଓ ପତ୍ନୀ ନିଜର ଭବିଷ୍ୟତକୁ ଧ୍ୟାନରେ ରଖି ସଞ୍ଚୟ କରିପାରିଥାନ୍ତି ଏବଂ ନିଜ ବୃଦ୍ଧାବସ୍ଥା ପାଇଁ ପ୍ଲାନ୍ କରିପାରି ଥାନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.4 ° C
    27.4 °
    27.4 °
    47 %
    0.6kmh
    100 %
    Fri
    27 °
    Sat
    37 °
    Sun
    39 °
    Mon
    41 °
    Tue
    42 °

    ସମ୍ବନ୍ଧିତ