Thursday, April 30, 2026
42.1 C
Odisha

    ଟସ୍ ଜିତିଲା ପାକିସ୍ତାନ: ବୋଲିଂ ନିଷ୍ପତ୍ତି

    ଆଗକୁ ପଢନ୍ତୁ

    କରାଚି: ଆଜିଠାରୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହୋଇଛି। ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜିର ମ୍ୟାଚ୍ କରାଚୀର ନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚ୍ ପାଇଁ ପାକିସ୍ତାନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଡେଭନ୍ କନୱେ, ୱିଲ୍ ୟଙ୍ଗ୍, କେନ୍ ୱିଲିୟମ୍ସନ୍, ଡାରିଲ୍ ମିଚେଲ୍, ଟମ୍ ଲାଥାମ୍ (ୱିକେଟର), ଗ୍ଲେନ୍ ଫିଲିପ୍ସ, ମାଇକେଲ୍ ବ୍ରେସୱେଲ୍, ମିଚେଲ୍ ସାଣ୍ଟନର (ଅଧିନାୟକ), ନାଥନ୍ ସ୍ମିଥ୍, ମ୍ୟାଟ୍ ହେନରୀ, ୱିଲିୟମ୍ ଓ’ରୌର୍କେ। ଫଖର ଜମାନ, ବାବର ଆଜମ, ସୌଦ ଶକିଲ, ମହମ୍ମଦ ରିଜୱାନ (ୱିକେଟ କିପର, ଅଧିନାୟକ), ସଲମାନ ଆଗା, ତୈୟବ ତାହିର, ଖୁସଦିଲ ଶାହ, ଶାହିନ ଆଫ୍ରିଦି, ନସିମ ​​ଶାହ, ହାରିସ ରୌଫ, ଅବରାର ଅହମ୍ମଦ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    42.1 ° C
    42.1 °
    42.1 °
    12 %
    3.4kmh
    30 %
    Thu
    39 °
    Fri
    40 °
    Sat
    41 °
    Sun
    42 °
    Mon
    39 °

    ସମ୍ବନ୍ଧିତ