Thursday, May 2, 2024
39.7 C
Odisha

    ରାଜଧାନୀରୁ ଦୁଇ ଯୁବତୀ ଗିରଫ: ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜଧାନୀରୁ ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ଏହା ଘଟଣାରେ ୨ ଯୁବତୀ ଗିରଫ ହୋଇଥିବା ଜଣାପଡ଼ିଛି। ଭୁବନେଶ୍ବରରେ ଘର ଭଡ଼ା ନେଇ ଚଳାଉଥିଲେ ନିଶା କାରବାର। କାକଟପୁର ଓ ବାଲେଶ୍ବରର ୨ ଯୁବତୀ ଆଇଟି ସେକ୍ଟରରେ କାର୍ଯ୍ୟରତ ବୋଲି ଜଣାପଡ଼ିଛି। ୨ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୁଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.7 ° C
    39.7 °
    39.7 °
    13 %
    2.8kmh
    0 %
    Thu
    43 °
    Fri
    43 °
    Sat
    43 °
    Sun
    45 °
    Mon
    45 °

    ସମ୍ବନ୍ଧିତ