Saturday, September 26, 2026
24.4 C
Odisha

    ତୃତୀୟ ଟି-୨୦: ଟସ୍ ଜିତିଲା ଟିମ୍ ଇଣ୍ଡିଆ , ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

    ଆଗକୁ ପଢନ୍ତୁ

    ହରାରେ: ଟିମ୍ ଇଣ୍ଡିଆ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ୫ଟିକିଆ ଟି-୨୦ ମ୍ୟାଚ୍‌ର ତୃତୀୟ ଟି-୨୦ ମ୍ୟାଚ୍ ବୁଧବାର ହରାରେର ହରାରେ ସ୍ପୋର୍ଟସ୍ କ୍ଲବ୍‌ରେ ଖେଳାଯାଉଛି।
    ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ଶୁଭମାନ ଗିଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜିମ୍ବାଓେ ଅଧିନାୟକ ସିକନ୍ଦର ରାଜା ଙ୍କନେତୃତ୍ବରେ ବୋଲିଂ ଆରମ୍ଭ କରିଛି।
    ଜିମ୍ବାୱେ ସ୍କ୍ବାଡ୍‌ରେ ସିକନ୍ଦର ରଜା (ଅଧିନାୟକ) , କ୍ଲିଭ ମାଡାଣ୍ଡେ (ୱିକେଟ କିପର) , ଇନୋସେଣ୍ଟ କାୟା , ୱେସଲି ମାଡେଭେରେ , ବ୍ରାଏନ ବେନେଟ , ​​ଡିଅନ ମାୟର୍ସ , ଜୋନାଥନ କ୍ୟାମ୍ପବେଲ , ୱେଲିଙ୍ଗଟନ ମାସାକଡା , ଲୁକ ଜୋଙ୍ଗୱେ , ବ୍ଲେସିଙ୍ଗ ମୁଜାରାବାନୀ , ତେନ୍ଦାଇ ଚାଟାରା , ବ୍ରେଣ୍ଡନ ମାଭୁଟା , ତାଡିୱାନାସେ ମାରୁମାନି , ଫାରାଜ ଆକ୍ରାମ, ଅନ୍ତୁମ ନକଭୀ ପ୍ରମୁଖ ଅଛନ୍ତି।

    ସେହିପରି ଟିମ୍ ଇଣ୍ଡିଆ ସ୍କ୍ବାଡ୍‌ରେ ଶୁଭମାନ ଗିଲ (ଅଧିନାୟକ) , ଧ୍ରୁଭ ଜୁରେଲ (ୱିକେଟ କିପର) , ଅଭିଷେକ ଶର୍ମା , ଋତୁରାଜ ଗାଇକୱାଡ , ସଞ୍ଜୁ ସାମସନ , ରିୟାନ ପରାଗ , ରିଙ୍କୁ ସିଂ , ୱାଶିଂଟନ୍ ସୁନ୍ଦର , ରବି ବିଶ୍ନୋଇ , ଆବେଶ ଖାନ , ମୁକେଶ କୁମାର , ଖଲିଲ ଅହମ୍ମଦ , ତୁଷାର ଦେଶପାଣ୍ଡେ , ଯଶସ୍ବୀ ଜୈୟସ୍ବାଲ, ଶିବମ ଦୁବେ ପ୍ରମୁଖ ରହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    94 %
    2.9kmh
    100 %
    Fri
    24 °
    Sat
    30 °
    Sun
    29 °
    Mon
    29 °
    Tue
    30 °

    ସମ୍ବନ୍ଧିତ