Monday, March 9, 2026
28.8 C
Odisha

    ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୭୩.୯୭ ପ୍ରତିଶତ ମତଦାନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର/ କୋରାପୁଟ: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୭୩.୯୭ ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଛି। ଗତକାଲି ରାତି ୧୧ଟା ୪୫ ମିନିଟ୍ ସୁଦ୍ଧା ଏହି ପରିମାଣର ମତଦାନ ହୋଇଥିବା ନେଇ ଭାରତର ନିର୍ବାଚନ କମିସନଙ୍କ ସୂତ୍ରରୁ ଜଣାଯାଇଛି। ଏଥିମଧ୍ୟରୁ କୋରାପୁଟରେ ୮୦.୩୨%, ଜୟପୁରରେ ୭୭.୪୮%, ଲଷ୍ମୀପୁରରେ ୮୧.୭୧%, ପଟାଙ୍ଗୀରେ ୮୨.୪୦% ଓ କୋଟପାଡ଼ରେ ୮୨.୪୦% ମତଦାନ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.8 ° C
    28.8 °
    28.8 °
    51 %
    4.8kmh
    6 %
    Mon
    29 °
    Tue
    38 °
    Wed
    39 °
    Thu
    39 °
    Fri
    40 °

    ସମ୍ବନ୍ଧିତ