Wednesday, October 14, 2026
24.8 C
Odisha

    ବିଜେପିର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା: କିଏ କେଉଁଠୁ ଲଢ଼ିବେ?

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିଜେପିର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା। ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୭୨ ନାଁ ଘୋଷଣା ହୋଇଛି। ବିଜେପି ଅଧ୍ୟକ୍ଷ ନୀତୀନ ଗଡ଼କରିଙ୍କ ସହ ମନୋହର ଲାଲ ଖଟର ଏବଂ ପିୟୁଷ ଗୋୟଲଙ୍କୁ ନାଁ ଘୋଷଣା ହୋଇଛି। ଘୋଷଣା ହୋଇଥିବା ପ୍ରମୁଖ ନାଁ ମଧ୍ୟରେ ରହିଛି। ତାଲିକାରେ ନାହିଁ ଓଡ଼ିଶାର କୌଣସି ଆସନ । ପ୍ରଥମ ପର୍ଯ୍ୟାୟ ତାଲିକାରେ ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାମ ନଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ଓଡ଼ିଶା ନେତାଙ୍କ ନାମ ନାହିଁ । ସେପଟେ ହର୍ଷ ମାଲହୋତ୍ରା, ପୂର୍ବ ଦିଲ୍ଲୀରୁ ଟିକେଟ ପାଇଛନ୍ତି। ମନୋହର ଲାଲ ଖଟ୍ଟର ହରିୟାଣା କର୍ଣ୍ଣାଲରୁ ଲଢିବେ। ସେହିପରି ପଙ୍କଜା ମୁଣ୍ଡେ-ବିଡ, ନୀତୀନ ଗଡ଼କରୀ, ନାଗପୁର, ପିୟୁଷ ଗୋୟଲ, ଉତ୍ତର ମୁମ୍ବାଇ

    ଅନୁରାଗ ଠାକୁର, ହମିରପୁର

    ବାସବରାଜ ବୋମାଇ, ହଭେରୀ

    ପ୍ରହଲ୍ଲାଦ ଯୋଶୀ, ଧରୱାଡ୍

    ତେଜସ୍ଵୀ ସୂର୍ଯ୍ୟା, ବେଙ୍ଗାଲୁରୁ ଦକ୍ଷିଣ

    ସାବିତ୍ରୀ ଠାକୁର, ମଧ୍ୟପ୍ରଦେଶ ଧାର

    ସ୍ମିତା ୱାଗ, ଜଲଗାଓଁ

    ତ୍ରିବେନ୍ଦ୍ର ସିଂ ରାୱତ, ଉତ୍ତରାଖଣ୍ଡ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.8 ° C
    24.8 °
    24.8 °
    79 %
    0.6kmh
    77 %
    Wed
    29 °
    Thu
    30 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ