Sunday, December 14, 2025
13.8 C
Odisha

    ଓଡିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ

    ଆଗକୁ ପଢନ୍ତୁ

    ରାଜ୍ୟ କଂଗ୍ରେସ ପ୍ରଭାରୀ ନିଯୁକ୍ତ ହେଲା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ଅଜୟ କୁମାର । ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବା ପାଇଁ କଂଗ୍ରେସ ନେତାଙ୍କ ଗହଳି ଲାଗିଛି । ତାଙ୍କୁ ସ୍ୱାଗତ କରିବାକୁ ହୋଇଛି ପୁରା ପ୍ରସ୍ତୁତି । ବିମାନ ବନ୍ଦରରୁ ଦଳୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା କଡ଼ରେ ଅଜୟ କୁମାରଙ୍କ ପୋଷ୍ଟର ବ୍ୟାନର ଛାଇ ଯାଇଛି । ନୂଆ ପ୍ରଭାରୀଙ୍କୁ ଏକ ଭବ୍ୟ ସମାରୋହରେ ନିଆଯିବା ପାଇଁ କରାଯାଇଛି ବ୍ୟବସ୍ଥା । ରାଜ୍ୟ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ଅଜୟ କୁମାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ । କଂଗ୍ରେସର ଓଡ଼ିଶା ଶାଖା କେମିତି ଅଧିକ ସଶକ୍ତ ହୋଇ ୨୦୨୪ ନିର୍ବାଚନକୁ ସାମ୍ନା କରିବ ସେନେଇ ରଣନୀତି ପ୍ରସ୍ତୁତ ହୋଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.8 ° C
    13.8 °
    13.8 °
    54 %
    1.4kmh
    3 %
    Sat
    14 °
    Sun
    27 °
    Mon
    28 °
    Tue
    28 °
    Wed
    28 °

    ସମ୍ବନ୍ଧିତ