Friday, July 10, 2026
25.6 C
Odisha

    ବିଜେଡି-ବିଜେପିିକୁ ଟାର୍ଗେଟ କଲା କଂଗ୍ରେସ । କହିଲା, ଉଭୟ ଦଳ ଏକାଠି ଥିବା ଜାଣିଛନ୍ତି ରାଜ୍ୟବାସୀ

    ଆଗକୁ ପଢନ୍ତୁ

    ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଉଭୟ ଦଳକୁ ଟାର୍ଗେଟ କରିଛି କଂଗ୍ରେସ । ବିଜେପି ଓ ବିଜେଡି ଏକାଠି ଥିବା ରାଜ୍ୟବାସୀ ଜାଣି ସାରିଥିବା କହିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ଉଭୟ ସରକାର ମହିଳା ବିରୋଧୀ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏହାସହ ଉଭୟ ଦଳର ମିଛ ପ୍ରତିଶ୍ରୁତିକୁ ଲୋକେ ବିଶ୍ୱାସ କରିବେନି ବୋଲି କହିଛନ୍ତି ବିଜୟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    89 %
    2.4kmh
    100 %
    Thu
    25 °
    Fri
    30 °
    Sat
    27 °
    Sun
    28 °
    Mon
    29 °

    ସମ୍ବନ୍ଧିତ