Tuesday, May 19, 2026
41.2 C
Odisha

    ଲକ୍ଷ୍ନୌକୁ ୨୦ ରନରେ ହରାଇଲା ରାଜସ୍ଥାନ ରୟାଲ୍ସ

    ଆଗକୁ ପଢନ୍ତୁ

    ମୁମ୍ବାଇ: ରବିବାର ଆଇପିଏଲର ଚଳିତ ସିଜିନର ଚତୁର୍ଥ ମ୍ୟାଚରେ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍ସ । ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୨୦ ରନରେ ପରାସ୍ତ କରିଛି ରାଜସ୍ଥାନ । ନିକୋଲାସ ପୁରନ ଲଢ଼ୁଆ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ସୁଦ୍ଧା ପରାଜୟ ବରଣ କରିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୭ ଓ୍ବିକେଟ ବିନିମୟରେ ୧୯୩ ରନ ସଂଗ୍ରହ କରିଥିଲା । ସଞ୍ଜୁ ସାମସନ ୫୨ ବଲରୁ ୮୨ ରନ ସଂଗ୍ରହ କରିଥିଲେ । ୧୯୪ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଲକ୍ଷ୍ନୌ ୨୦ ଓଭର ମଧ୍ୟରେ ମାତ୍ର ୧୭୩ ରନ କରିବାରେ ସକ୍ଷମ ହୋଇଥିଲା । ଅନ୍ତିମ ଓଭରରେ ଆଭେଶ ଖାନ ଚମତ୍କାର ବୋଲିଂ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    41.2 ° C
    41.2 °
    41.2 °
    17 %
    2.4kmh
    99 %
    Tue
    40 °
    Wed
    45 °
    Thu
    46 °
    Fri
    45 °
    Sat
    45 °

    ସମ୍ବନ୍ଧିତ