Sunday, November 8, 2026
20.4 C
Odisha

    ଶଂଖ ଭବନରେ ଛାତ୍ର ବିଜେଡିର ବୈଠକ

    ଆଗକୁ ପଢନ୍ତୁ

    ନିର୍ବାଚନ ପୂର୍ବରୁ ଛାତ୍ର ସଙ୍ଗଠନକୁ ସକ୍ରିୟ କରିବାକୁ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ଶଙ୍ଖ ଭବନରେ ଛାତ୍ର ବିଜେଡିର ବୈଠକ ଅନୁଷ୍ଠିତ ହେଉଛି । ଦଳର ସାଙ୍ଗଠନିକ ସମ୍ବାଦକ ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ, ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଏହି ବୈଠକରେ ସାମିଲ ହୋଇଛନ୍ତି । ସାରା ରାଜ୍ୟର ଦଳର ଛାତ୍ର ସଙ୍ଗଠନର ପଦୟ ପଦବୀରେ ଥିବା ଛାତ୍ରମାନେ ବୈଠକରେ ଯୋଗଦେଇଛନ୍ତି ।ନିର୍ବାଚନ ପାଖେଇ ଆସୁଥିବାର ଛାତ୍ରନେତାଙ୍କୁ ଗୁରୁମନ୍ତ୍ର ଦେବେ ଦଳର ବରିଷ୍ଠ ନେତା । ବିଶେଷକରି ସୋସିଆଲ ମିଡିଆରେ କିଭଳି ପ୍ରତିପକ୍ଷଙ୍କୁ ଯବାବ ଦିଆଯିବ ସେନେଇ ରଣନୀତି ପ୍ରସ୍ତୁତ ହୋଇଥିବା ସୂଚନା ମଳିଛିି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    20.4 ° C
    20.4 °
    20.4 °
    74 %
    0.7kmh
    31 %
    Sun
    26 °
    Mon
    26 °
    Tue
    26 °
    Wed
    26 °
    Thu
    25 °

    ସମ୍ବନ୍ଧିତ