Friday, March 6, 2026
35.1 C
Odisha

    ବିଜେପିରେ ମିଶିଲେ ଦୁଇ ପୂର୍ବତନ ବିଧାୟକ । ପଦ୍ମ ଧରିଲେ ନବୀନ ନନ୍ଦ ଓ ଭାଦବ ହାଂସଦା

    ଆଗକୁ ପଢନ୍ତୁ

    ବିଜେପିର ମିଶ୍ରଣ ପର୍ବ । ବିଜେପିରେ ମିଶିଲେ ଦୁଇ ପୂର୍ବତନ ବିଧାୟକ । ଆଜି ବିରାଟ ପଟୁଆରରେ ଆସି ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ଏବଂ ସାରସକଣାର ପୂର୍ବତନ ବିଜେଡ଼ି ବିଧାୟକ ଭାଦବ ହାଂସଦା ଆଜି ବିରାଟ ପାଟୁଆରରେ ଆସି ବିଜେପିରେ ମିଶିଲେ । ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଅପରାଜିତା ଷଡ଼ଙ୍ଗୀ ଏବଂ ନିର୍ବାଚନ ସହପ୍ରଭାରୀ ଲତା ଉସେଣ୍ଡି, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ବିଜେପି ବିଧାୟକ ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିଜେପିରେ ମିଶିଲେ । ସେହିପରି ଘସିପୁରାର ବିଜେପି ନେତା ପୃଥ୍ୱୀରାଜ କୁଅଁରଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି ଓ କଂଗ୍ରେସ କର୍ମୀ ବିରାଟ ପଟୁଆରରେ ଆସି ଆଜି ବିଜେପିରେ ମିଶିଛନ୍ତି । ଆନନ୍ଦପୁରରୁ ଝାନ୍ସୀରାଣୀ ଦାସଙ୍କ ନେତୃତ୍ୱରେ ଅନେକ ବିଜେଡ଼ି ଓ କଂଗ୍ରେସ କର୍ମୀ ଦଳ ଛାଡିରେ ବିଜେପିରେ ସାମିଲ ହୋଇଛନ୍ତି । କଟକ ପ୍ରକାଶ ବେହେରାଙ୍କ ନେତୃତ୍ୱରେ ବିଜେଡ଼ି କଂଗ୍ରେସ ଛାଡି ଆଜି ବିଜେପିରେ ସାମିଲ ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.1 ° C
    35.1 °
    35.1 °
    12 %
    3.5kmh
    0 %
    Fri
    36 °
    Sat
    37 °
    Sun
    37 °
    Mon
    38 °
    Tue
    39 °

    ସମ୍ବନ୍ଧିତ