Saturday, October 10, 2026
27.9 C
Odisha

    ଆର୍‌ଆର୍-ଆର୍‌ସିବି ମୁକାବିଲା: ଟସ୍ ଜିତିଲା ବେଙ୍ଗାଲୁରୁ, ପ୍ରଥମେ ବୋଲିଂ

    ଆଗକୁ ପଢନ୍ତୁ

    ଜୟପୁର: ଆଇପିଏଲ ୨୦୨୫ର ୨୮ତମ ମ୍ୟାଚ୍ ରାଜସ୍ଥାନ ରବିବାର ରୟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟ‌ାଚ୍‌ରେ ଟସ୍ ଜିତି ଆର୍‌ସିବି ପ୍ରଥମେ  ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଆର୍‌ଆର୍ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି।୫ଟି ମ୍ୟାଚ୍ ମଧ୍ୟରୁ, ଦଳ ୩ଟିରେ ବିଜୟୀ ହୋଇଛି ଏବଂ ୨ଟିରେ ପରାଜିତ ହୋଇଛି। ପଏଣ୍ଟ ଟେବୁଲରେ ଆରସିବି ଏବଂ ରାଜସ୍ଥାନ ଯଥାକ୍ରମେ ୫ମ ଏବଂ ୭ମ ସ୍ଥାନରେ ଅଛନ୍ତି।

    ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେଇଂ ଇଲେଭେନ୍:

    ଫିଲ୍ ସଲ୍ଟ, ବିରାଟ କୋହଲି, ରଜତ ପଟିଦାର (ଅଧିନାୟକ), ଲିଆମ୍ ଲିଭିଙ୍ଗଷ୍ଟୋନ୍, ଜିତେଶ ଶର୍ମା (ୱିକେଟ୍ କିପର), ଟିମ୍ ଡେଭିଡ, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜୋଶ ହାଜଲେଉଡ, ସୁଆଶ ଶର୍ମା, ୟଶ ଦିନଲ।

    ରାଜସ୍ଥାନ ରୟାଲ୍ସ ପ୍ଲେଇଂ ଇଲେଭେନ୍:

    ଯଶସ୍ବୀ ଜୟସ୍ବାଲ, ସଞ୍ଜୁ ସାମସନ (ୱିକେଟ୍ ରକ୍ଷକ, ଅଧିନାୟକ), ନୀତୀଶ ରାଣା, ରିୟାନ୍ ପାରାଗ, ଧ୍ରୁଭ ଜୁରେଲ, ଶିମ୍ରନ୍ ହେଟମିୟର, ୱାନିଣ୍ଡୁ ହାସରାଙ୍ଗା, ଜୋଫ୍ରା ଆର୍ଚର, ମହେଶ ଥିଶାନା, ସନ୍ଦୀପ ଶର୍ମା, ତୁଷାର ଦେଶପାଣ୍ଡେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ