Friday, June 26, 2026
29.9 C
Odisha

    ଶବଦାହ ରେଜିଷ୍ଟ୍ରେସନ୍ ପାଇଁ ଆସିଲା ସ୍ଵର୍ଗଦ୍ଵାର ମୋବାଇଲ ଆପ୍

    ଆଗକୁ ପଢନ୍ତୁ

    ପୁରୀ: ସ୍ଵର୍ଗଦ୍ଵାର ପରିସରରେ ପୁରୀ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ ସ୍ଵର୍ଗଦ୍ଵାର ମୋବାଇଲ ଆପ୍ ର ଲୋକାର୍ପଣ କରିଛନ୍ତି । ଏହି ମୋବାଇଲ ଆପ୍ ରୁ ସ୍ୱର୍ଗଦ୍ୱାରରେ ମିଳୁଥିବା ସମସ୍ତ ସେବା ବିଷୟରେ ସହଜରେ ଜାଣି ପାରିବା ସହ ଶବଦାହ ପାଇଁ ରେଜିଷ୍ଟ୍ରେସନ୍ କରିପାରିବେ । ଏହି ଆପ ଓଡ଼ିଆ ହିନ୍ଦୀ ଓ ଇଂରାଜୀ ତିନୋଟି ଭାଷାରେ ସୂଚନା ଉପଲବ୍ଧ କରାଇବ । ଏହି କାର୍ଯ୍ୟକ୍ରମରେ ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ଶ୍ରୀ ବିଜୟ କୁମାର ଶତପଥୀ ଏବଂ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    29.9 ° C
    29.9 °
    29.9 °
    67 %
    3.3kmh
    78 %
    Fri
    26 °
    Sat
    38 °
    Sun
    36 °
    Mon
    36 °
    Tue
    30 °

    ସମ୍ବନ୍ଧିତ